14.1 C
Bhubaneswar
Sunday, December 7, 2025
Homeଓଡିଶାଛାତ୍ରୀ ମହିଳା ଅସୁରକ୍ଷିତ: ଭକ୍ତ ଦାସ

ଛାତ୍ରୀ ମହିଳା ଅସୁରକ୍ଷିତ: ଭକ୍ତ ଦାସ

ଭୁବନେଶ୍ୱର: ବଳଙ୍ଗା ଅଞ୍ଚଳ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି । ପ୍ରଶାସନ ସ୍ଥାଣୁ ପାଲଟି ଯ୍ଧବଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ରାଜ୍ୟରେ ଛାତ୍ରୀ ଓ ମହିଳା ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ପୋଲିସ ଓ ପ୍ରସାସନକୁ ଆଉ ଭୟ କରୁନାହାନ୍ତି ଅପରାଧୀ । ସରକାର ସମ୍ବେଦନଶୂନ୍ୟ ହୋଇ ସୁଶାସନର ଡିଣ୍ଡିମ ପିଟି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking