23.1 C
Bhubaneswar
Monday, February 23, 2026
Homeଓଡିଶାମହିଳା ସରପଞ୍ଚଙ୍କ ଆତ୍ମହତ୍ୟା ଉଦ୍ୟମ

ମହିଳା ସରପଞ୍ଚଙ୍କ ଆତ୍ମହତ୍ୟା ଉଦ୍ୟମ

ପଦ୍ମପୁର: ବିଷ ପିଇ ମହିଳା ସରପଞ୍ଚଙ୍କ ଆତ୍ମହତ୍ୟା ଉଦ୍ୟମ । ଅନାସ୍ଥା ନୋଟିସ ପରେ ସରପଞ୍ଚଙ୍କ ଆତ୍ମହତ୍ୟା ଉଦ୍ୟମ । ତେବେ ସୂଚନା ଅନୁଯାଇ ଗାଇସିଲେଟ ବ୍ଲକ ତାଲପାଲି ଅଞ୍ଚଳର ସରପଞ୍ଚ ଉର୍ମିଳା ସେଠ । ଏବେ ପଦ୍ମପୁର ମେଡିକାଲରେ ଭର୍ତ୍ତି ହୋଇ ମହିଳା ସରପଞ୍ଚ ଚିକିତ୍ସିତ ହେଉଥିବାର ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking