27.1 C
Bhubaneswar
Wednesday, January 14, 2026
Homeଓଡିଶା୩ ବର୍ଷର ଝିଅକୁ ହାଣିଲା ବାପା

୩ ବର୍ଷର ଝିଅକୁ ହାଣିଲା ବାପା

କଟକ:  ୩ ବର୍ଷର ଝିଅକୁ ହାଣିଦେଲା ବାପା । କଳାପଥର ମେଡିକାଲ ସାମ୍ନାରେ ଆକ୍ରମଣ ହୋଇଛି । କଟୁରି ଚୋଟରେ ଝିଅ  ଗୁରୁତର ଥିବା ଜଣାପଡିଛି । ଘରୋଇ କଳିରୁ ଆକ୍ରମଣ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବାପା ଫେରାର  ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking