28.1 C
Bhubaneswar
Saturday, March 28, 2026
Homeଓଡିଶା୨ ପୁଅଙ୍କୁ ବିଷ ପିଆଇଲା ବାପା

୨ ପୁଅଙ୍କୁ ବିଷ ପିଆଇଲା ବାପା

ଅନୁଗୁଳ: ଅନୁଗୁଳରୁ ସାମ୍ନାକୁ ଆସିଛି ଏକ ଅମନବୀୟ ଘଟଣା। ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲା ବାପା। ୧୨ ଓ ୮ ବର୍ଷର ନାବାଳକ ପୁଅ ଅସୁସ୍ଥ ହୋଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ ବିଷ ପିଆଇଥିଲା ବାପା। ସ୍କୁଲରୁ ଦୁଇ ପୁଅଙ୍କୁ ଧରି ଫେରିବା ବେଳେ ଜଙ୍ଗଲକୁ ନେଇ ବିଷ ପିଆଇଦେଲା। ଦୁଇ ପୁଅ ବାନ୍ତି କରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ପିଲାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ବାପାକୁ ଧରି ପଚରାଉଚରା ପରେ ବିଷ ପିଆଇଥିବା ମାନିଥିବା ସୂଚନା ମିଳିଛିତେବେ କାହିଁକି ବିଷ ପିଆଇଲେ ସେନେଇ ତଦନ୍ତ କରୁଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking