ଢେଙ୍କାନାଳ: ମଦ୍ୟପ ବାପାର ଉନ୍ମତ୍ତକାଣ୍ଡ । ନିଜ ଘରେ ନିଆଁ ଲଗାଇ ଝିଅକୁ ଜାଳିଦେଲା । ନିଆଁରେ ପୋଡି ବର୍ଷକର ଝିଅ ଜୀବନ୍ତଦଗ୍ଧ । ଅଳ୍ପକେ ବର୍ତ୍ତିଗଲା ୪ ବର୍ଷର ଶିଶୁପୁତ୍ର । ମଦ୍ୟପ ବାପା ବାବୁଲି ସାହୁକୁ ଧରିଲା ପୋଲିସ ।