23.1 C
Bhubaneswar
Sunday, March 22, 2026
Homeଓଡିଶାସାପ କାମୁଡ଼ାରେ ବାପା-ଝିଅ ମୃତ

ସାପ କାମୁଡ଼ାରେ ବାପା-ଝିଅ ମୃତ

ଫୁଲବାଣୀ: ସାପ କାମୁଡ଼ାରେ ବାପାଝିଅ ମୃତ। ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକ ଠାରେ। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ଫୁଲବାଣୀର ଗୁମାଗଡ଼ ଗ୍ରାମର ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking