29.1 C
Bhubaneswar
Friday, June 20, 2025
Homeଓଡିଶାବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର:  ରସୁଲଗଡ  ଶିଳ୍ପାଞ୍ଚଳରେ ବ୍ୟବସାୟୀଙ୍କୁ ଆକ୍ରମଣ । ମରଣାନ୍ତକ ଆକ୍ରମଣ ପରେ ମେଡିକାଲରେ ତପନ ସ୍ୱାଇଁ । ଅଫିସରୁ ଘରକୁ ଫେରିବା ବେଳେ ଅତର୍କିତ ଆକ୍ରମଣ ।  ପିଟିପିଟି ତପନ ସ୍ୱାଇଁଙ୍କ ହାକ ଭାଙ୍ଗିଦେଲେ ୩ ଦୁବୃତ୍ତ  ।  ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking