କରଞ୍ଜିଆ: ଦୁଇ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି । ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାସ୍ଥଳରେ ୨ ଜଣ, ହସ୍ପିଟାଲରେ ଜଣେ ମୃତ । ରରୁଆଁ ଥାନା ସିଙ୍ଗିଡା ମହାଦେବ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ରରୁଆଁ ପୋଲିସର ତଦନ୍ତ ଚାଲିଛି ।