31.1 C
Bhubaneswar
Wednesday, February 11, 2026
Homeଓଡିଶାରାସ୍ତାରେ ଧାନ ଟ୍ରକ ରଖି ପ୍ରତିବାଦ କଲେ ଚାଷୀ

ରାସ୍ତାରେ ଧାନ ଟ୍ରକ ରଖି ପ୍ରତିବାଦ କଲେ ଚାଷୀ

କଳାହାଣ୍ଡି: ଧାନର କଟନି ଛଟନୀ ବନ୍ଦ କରିବା ସହ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ଦାବିରେ ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବ କେସିଙ୍ଗାରେ ଦେଖିବାକୁ ମିଳିଛି। ଜିଲା କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ଯୋଗୁଁ ଗାଡି ଚଳାଚଳ ସହିତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ ସକାଳୁ ସହରର ପଶୁ ଡାକ୍ତରଖାନା ଛକରେ ଜାତୀୟ ରାଜପଥକୁ ଅବରୋଧ କରିବା ଯୋଗୁଁ ଗାଡି ଗୁଡିକ ଅଟକି ରହିଛି। ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking