21.1 C
Bhubaneswar
Tuesday, December 9, 2025
Homeଓଡିଶାରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ

ରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ

ବରଗଡ଼ : ବରଗଡ଼ ଗୋଡ଼ଭାଗାରେ NH ଅବରୋଧ କରିଛନ୍ତି ଶହ ଶହ ଚାଷୀ । ରାଜରାସ୍ତାରେ ଧାନ ପକାଇ କରୁଛନ୍ତି ପ୍ରତିବାଦ । ମଣ୍ଡି ଅଚଳାବସ୍ଥାକୁ ନେଇ ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ପ୍ରତିବାଦ । ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ପ୍ରତିବାଦ ବେଳେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି l ଚାଷୀ ପୋଲିସ ମୁହାଁମୁହିଁ ହୋଇଥିଲେ l ଏବେ ସ୍ଥିତି ଶାନ୍ତ ପଡିଥିବା ବେଳେ ପ୍ରଶାସନ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରୁଛି l ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଓ ବରଗଡ଼ SDPO ଚାଷୀଙ୍କୁ ବୁଝାସୁଝା କରୁଛନ୍ତି । ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଛି ଗାଡି ମୋଟର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking