21.1 C
Bhubaneswar
Thursday, February 19, 2026
Homeଓଡିଶାଚାଷୀଙ୍କୁ ୮୦୦ ନୁହେଁ, ୭୩୧ ଟଙ୍କା ମିଳୁଛି

ଚାଷୀଙ୍କୁ ୮୦୦ ନୁହେଁ, ୭୩୧ ଟଙ୍କା ମିଳୁଛି

ଭୁବନେଶ୍ୱର: ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନପୁଟ ସବସିଡି ମିଳୁଛି । ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରସ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା । ଏହା ସ୍ପଷ୍ଟ କରୁଛନ୍ତି ସରକାର ୮୦୦ ବଦଳରେ ୭୩୧ ଟଙ୍କା ସବସିଡି ଦେଉଛନ୍ତି । ଯଦି ୮୦୦ ଟଙ୍କା ଦେଇଥାନ୍ତେ, ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking