20.1 C
Bhubaneswar
Sunday, December 21, 2025
Homeଓଡିଶାଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା: ମନ୍ତ୍ରୀ

ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା: ମନ୍ତ୍ରୀ

ଭୁବନେଶ୍ୱର: ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ  ସହାୟତା । ୩୩ ପ୍ରତିଶତରୁ ଅଧ୍‌କ  କ୍ଷତି ହେଲେ କ୍ଷତିପୂରଣ ମିଳିବ ।  ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି  । ୨୦୨୪ରେ ୨୯୧ କୋଟି ଟଙ୍କା ଚାଷୀଙ୍କୁ ଦେଇଥିଲୁ । ଚଳିତ ରିପୋର୍ଟ ଆସିଲେ ତୁରନ୍ତ ସହାୟତା ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking