17.1 C
Bhubaneswar
Wednesday, February 4, 2026
Homeଓଡିଶାଚାଷୀ ପଞ୍ଜୀକରଣ: ୨୫ ଯାଏଁ ଚାଲିବ

ଚାଷୀ ପଞ୍ଜୀକରଣ: ୨୫ ଯାଏଁ ଚାଲିବ

ଭୁବନେଶ୍ୱର: ୨୫ ଯାଏଁ ଚାଲିବ ଚାଷୀ  ପଞ୍ଜୀକରଣ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି, ଏବେ ସୁଦ୍ଧା ୧୭ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି । ୨୫ ସୁଦ୍ଧା ୨୦ ଲକ୍ଷ ପଞ୍ଜୀକରଣ କରିବେ ବୋଲି ଆଶା କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking