15.1 C
Bhubaneswar
Thursday, December 18, 2025
Homeଓଡିଶାବଢିବ ଚାଷୀ ପଞ୍ଜୀକରଣ ସମୟସୀମା: ମନ୍ତ୍ରୀ

ବଢିବ ଚାଷୀ ପଞ୍ଜୀକରଣ ସମୟସୀମା: ମନ୍ତ୍ରୀ

ଭୁବନେଶ୍ୱର: ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ବୟାନ । କହିଲେ ବଢିବ ଚାଷୀ ପଞ୍ଜୀକରଣ ସମୟସୀମା । ପଞ୍ଜୀକରଣ ପାଇଁ ଶେଷ ତାରିଖ ଅଗଷ୍ଟ ୨୦ ରହିଛି । ଯଦି କିିଛି ଅଭିଯୋଗ ଆସେ ସମୟସୀମା ବୃଦ୍ଧି କରିବେ ସରକାର । ପଞ୍ଜୀକରଣ ଲାଗି ସମସ୍ୟାର ସମାଧାନ କରାଯାଇଛି । ବାପା, ଜେଜେବାପା ନାଁରେ ରେକର୍ଡ ଥିଲେ ବି ପଞ୍ଜୀକରଣ କରିହେବ । ଅଣ୍ଡରଟେକିଂ ଦେଇ ଚାଷୀ ପଞ୍ଜୀକରଣ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking