17.1 C
Bhubaneswar
Monday, February 2, 2026
Homeଓଡିଶାପୋଲିସ ଜୁଲମ୍‌ରୁ ଜୀବନ ହାରିଲେ ଚାଷୀ

ପୋଲିସ ଜୁଲମ୍‌ରୁ ଜୀବନ ହାରିଲେ ଚାଷୀ

ବିନିକା: ବିନିକାରୁ ସମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ପୋଲିସର ନିର୍ଯାତନା ସହିନପାରି ଜୀବନ ହାରିବା ଅଭିଯୋଗ ହୋଇଛି । ଲଚ୍ଛିପୁର ଥାନା ଚୌକାମାଲ ଗାଁର ଜଣେ ଚାଷୀ କୀଟନାଶକ ପିଇ ଜୀବନ ହାରିଛନ୍ତି । ପୋଲିସ ନିର୍ଯାତନାର ଅଭିଯୋଗ ଆଣିଲେ ମୃତକଙ୍କ ଶାଳକ । ଜମିବାଡି ବିବାଦ ମାମଲାରେ ପୋଲିସର ନିର୍ଯାତନାରୁ କୀଟନାଶକ ପିଇ ଦେଲେ ପୋଲିସ ଜୋର ଜବରଦସ୍ତ ଦସ୍ତଖତ କରାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ଶାଳକ । ସଙ୍କଟାମନ୍ନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୃତ୍ୟୁବରଣ କରିଛନ୍ତି ଚାଷୀ ଜଣକ । ନିର୍ଯାତନା ଦେବା ଅଭିଯୋଗକୁ ଖଣ୍ଡନ କଲା ଲଚ୍ଛିପୁର ଥାନା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking