30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବିକ୍ଷୋଭ  ମଝିରେ  ବିଷ ପିଇଲେ ଚାଷୀ : ହସ୍ପିଟାଲରେ ଚାଲିଗଲା ଜୀବନ

ବିକ୍ଷୋଭ  ମଝିରେ  ବିଷ ପିଇଲେ ଚାଷୀ : ହସ୍ପିଟାଲରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପଞ୍ଜାବ  ହରିୟାଣା  ସୀମାନ୍ତ   ଶମ୍ଭୁ  ବର୍ଡରରେ ଆନ୍ଦୋଳନ  କରୁଥିବା  ୫୫ ବର୍ଷୀୟ ଚାଷୀ ବିଷ ପିଇ  ଜୀବନ ହାରିଛନ୍ତି ।  ସେ ଆନ୍ଦୋଳନସ୍ଥଳରେ ହିଁ ବିଷ ପି  ଦେଇଛନ୍ତି  ।  ତାପରେ ତାଙ୍କୁ  ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏମଏସ୍‌ପିର ଆଇନଗତ ମାନ୍ୟତା ଦାବିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ ହେଁ କେନ୍ଦ୍ର ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନାହାନ୍ତି। କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହୋଇ ରେଶମ ସିଂହ ଆତ୍ମହତ୍ୟା କରିଥିବା ଅନ୍ୟ ଚାଷୀମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking