25.1 C
Bhubaneswar
Saturday, March 21, 2026
Homeଓଡିଶାନଦୀରେ ବୁଡି ଚାଷୀ ମୃତ

ନଦୀରେ ବୁଡି ଚାଷୀ ମୃତ

ନିଆଳି: ନିଆଳିରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ତଅନଳା ନଦୀରେ ବୁଡି କୂଳକୋରକରା ଗାଁର ଜଣେ ଚାଷୀ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ବିଲକୁ ଯିବା ପାଇଁ ତଅନଳା ନଦୀ ପାର ହେଉଥିବା ବେଳେ ବୁଡି ଯାଇଥିଲେ । ବହୁ ଖୋଜାଖୋଜି ପରେ ତଅନଳା ନଦୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking