18.1 C
Bhubaneswar
Wednesday, February 4, 2026
Homeଓଡିଶାବାଣ କାରଖାନାର ମାଲିକଙ୍କ ନାମରେ ଅଭିଯୋଗ କଲେ ମୃତ ବାଦଲଙ୍କ ପରିବାର

ବାଣ କାରଖାନାର ମାଲିକଙ୍କ ନାମରେ ଅଭିଯୋଗ କଲେ ମୃତ ବାଦଲଙ୍କ ପରିବାର

ଯାଜପୁର: ବାଣ ବିସ୍ଫୋରଣ ରେ ଜୀବନ ହାରିଲା ଈଲେକ୍ଟ୍ରି କାମ ପାଇଁ ନିଯୋଜିତ କର୍ମଚାରୀ । ଈଲେକ୍ଟ୍ରି ଦୋକାନୀ ତଥା ବେଆଇନ ବାଣ କାରଖାନାର ମାଲିକ ନଳିନୀ ପତିଙ୍କ ନାମରେ ଥାନା ରେ ଲିଖିତ ଅଭିଯୋଗ କଲେ ମୃତ ଈଲେକ୍ଟ୍ରି କର୍ମଚାରୀ ବାଦଲ ପାତ୍ରଙ୍କ ପରିବାର। ଗତକାଲି ଯାଜପୁର ଟାଉନ ଥାନା ବାସୁଦେବପୁର ଗ୍ରାମରେ ବେଆଇନ ବାଣ କାରଖାନାରେ ବାଣ ବିସ୍ଫୋରଣ ଘଟଣାରେ ବାଦଲ ପାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ବାଦଲ ପାତ୍ର, ନଳିନୀଙ୍କ ଈଲେକ୍ଟ୍ରି ଦୋକାନ ରେ କର୍ମଚାରୀ ଭାବେ ନିଯୋଜିତ ଥିବା ବେଳେ ବିସ୍ଫୋରଣ ରେ ମୃତ୍ୟୁ ଘଟିଛି। ସେଥିପାଇଁ ନଳିନୀଙ୍କ ନାମ ରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ କ୍ଷତିପୂରଣ ଏବଂ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking