ଯାଜପୁର: ଆମେ ସମେସ୍ତେ ଓଡ଼ିଆ ଆମ ପାଖରେ ଭେଦ ଭାବ ନାହଁ ଓଡ଼ିଆମାନଙ୍କୁ ଏକ ରଖିବା ପାଇଁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ହଳଦୀ ଗଡ଼ିଆ ର ଫକୀର ମୋହନ ସେବା ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି ନୂଆଖାଇ ତିହାର ଓ ଜୁହାର।ଏହି ବାର୍ତ୍ତା ସମସ୍ତ ନିକଟରେ ପହଞ୍ଚଇବା ନୁଷ୍ଠାନ ର ମୂଳ ଲକ୍ଷ l ନୂଆଖାଇ ପର୍ବ ଓଡିଶା ର କଳା ସଂକୃତି ପରମ୍ବାର ସହ ଓତପ୍ରୋତ ଭାବେ ଜଡିତ l ଏହି ନୂଆଖାଇ ପଞ୍ଚିମ ନୁହଁ ସମଗ୍ର ଓଡିଶା ର ବୋଲି ଉତ୍ସବଯୋଗ ଦେଇ ଥିବା ଅଥିତି ଓ ଜ୍ଞାନୀ ବ୍ୟାଙ୍ଗୀ ବୁଦ୍ଧି ଯିବି ମାନେ ଅଭିଭାଷଣ ଦେଇ ଥିଲେ lପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଏ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ହଳଦୀ ଗଡ଼ିଆ ରେ ଅବସ୍ଥିତ ଫକୀର ମୋହନ ସେବା ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି ନୂଆଖାଇ ତିହାର ଓ ଜୁହାର।।ଅନୁଷ୍ଠାନ ର ସଭାପତି ହରେ କୃଷ୍ଣ ଦାସ ଏହି ମହାନ କଳା ସଂକୃତି ପରମ୍ପରା ର ପର୍ବ ନୂଆଖାଇ ଭେଟ ଭାଟ ସମ୍ପର୍କ ରେ ଆଲୋକ ପାତ କରି ଥିଲେ ଏହି ଅବସର ସାହିତ୍ୟ ସଭା ଅନୁଷ୍ଠିତ ହୋଇ ଥିଲା lପଶ୍ଚିମ ଓଡ଼ିଶାରେ ପ୍ରତିଷ୍ଠିତ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀ,, ମାଣିକେଶ୍ଵରୀ ପ୍ରମୁଖ ଦେବୀ ମାତାଙ୍କୁ ନୂଆ ଚାଉଳ ରୁ ପ୍ରସ୍ତୁତ ନବାନ୍ନ ନୈବେଦ୍ୟ ଅର୍ପଣ କରାଯାଇଥାଏ।।ପାରିବାର, ବନ୍ଧୁ ବାନ୍ଧବ,, ଆତ୍ମୀୟ ସୋଦର ସମସ୍ତେ ଏକତ୍ରିତ ହୋଇ ନୁଆ ଖାଆନ୍ତି।। ଭେଟ ଭାଟ ହୁଅନ୍ତି।
ଫଳରେ ଭାଇ ଚାରା ସମ୍ପର୍କ ଅତୁଟ ରହେ।ଏହି ପ୍ରଥା ପରମ୍ପରା ଅନୁଯାୟୀ ସମଗ୍ର ଓଡ଼ିଶାରେ ଭାଇଚାରା ବଜାୟ ରଖିବା ଉଦେଶ୍ୟରେ ଫକୀର ମୋହନ ସେବା ସମିତି ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ହରେକୃଷ୍ଣ ଦାସ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପ୍ରଥମ ଥର ପାଳନ କରା ଯାଇଛି ନୂଆଖାଇ ଜୁହାର ଭେଟ ଭାଟ।।। ସାମାଜିକ ଚଳନି,, ଖାଦ୍ୟ, ପୋଷାକ, ଭାଷା, ପର୍ବ ପର୍ବାଣୀ, ପ୍ରଥା ପରମ୍ପରା ରେ ସାମାନ୍ୟ ତାରତମ୍ୟ ଥିଲେ ମଧ୍ଯ ଆମେ ସମସ୍ତ ଉତ୍କଳୀୟ ଗୋଟିଏ ମତାର ସନ୍ତାନ।। ଏହା ହେଉଛି ଏହି ପର୍ବ ପାଳନ ର ମୁଖ୍ୟ ଆଭିମୁଖ୍ୟ।। ଇତ୍ୟବସରରେ ବହୁମୁଖି ପ୍ରତିଭାର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯଥା — ରାଜନୀତିଜ୍ଞ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର,, ଶ୍ରୀଯୁକ୍ତ ନବଘନ ସ୍ବାଇଁ,, ପ୍ରକୃତି ପ୍ରେମୀ ଶିକ୍ଷାବିତ ଶ୍ରୀଯୁକ୍ତ ହରେକୃଷ୍ଣ ପତି,, ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ମହାନ୍ତି,, ଆଦର୍ଶ ଶିକ୍ଷୟତ୍ରୀ ଶ୍ରୀମତୀ ଭଗବତୀ ପଣ୍ଡା,, ଶ୍ରୀଯୁକ୍ତ କେଦାର ଚନ୍ଦ୍ର ନାଥ, ଚିନ୍ତାମଣି ମହାପାତ୍ର,, ସଚ୍ଚିଦାନନ୍ଦ ଗୁରୁ,, ଆଡଭୋକେଟ ମୃତ୍ୟୁଞ୍ଜୟ ପ୍ରସାଦ ଦେବ ନାଥ,, ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଭାତ ସିହ୍ନା,, ପ୍ରମୁଖ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।।ଯୁବ ସାମ୍ବାଦିକ ନିଗମ ନାଥ ଧନ୍ୟବାଦ ଅର୍ପଣ କରି ଥିଲେ । ଉପସ୍ଥିତ ସଭାସଦ ମାନେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।।









