29.1 C
Bhubaneswar
Thursday, October 17, 2024
Homeଓଡିଶାବେଆଇନ ଆଇସ୍‌କ୍ରିମ କାରଖାନାକୁ ସିଲ୍ କଲା ମହାନଗର ନିଗମ

ବେଆଇନ ଆଇସ୍‌କ୍ରିମ କାରଖାନାକୁ ସିଲ୍ କଲା ମହାନଗର ନିଗମ

ରାଉରକେଲା: ରାଉରକେଲା ଶିଳ୍ପାଞ୍ଚଳରେ ବିନା ଫୁଡ ଲାଇସେନ୍ସରେ ଚାଲିଥିବା ଆଇସ୍‌କ୍ରିମ କାରଖାନା ସିଲ୍ କରାଯାଇଛି। ପ୍ରାୟ ଦେଢ କ୍ୱିଣ୍ଟାଲ ଆଇସ୍‌କ୍ରିମ ରାଉରକେଲା ମହାନଗର ନିଗମ ଜବତ କରିଛି।
ନୋଟିସ ସତ୍ୱେ ମାଲିକ ଲାଇସେନ୍ସ କରିବାକୁ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ବାରମ୍ବାର ତାଗିଦ୍ ପରେ ମଧ୍ୟ ମାଲିକ ସଚେତନ ନ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking