19.1 C
Bhubaneswar
Monday, February 2, 2026
Homeଓଡିଶାନକଲି ଚାଷୀଙ୍କ ଆନ୍ଦୋଳନ: ବିଜେପି

ନକଲି ଚାଷୀଙ୍କ ଆନ୍ଦୋଳନ: ବିଜେପି

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରାକୁ ବିଜେପିର ତାଚ୍ଛଲ୍ୟ । ନକଲି ଚାଷୀଙ୍କ ଆନ୍ଦୋଳନ କହିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣି ନାହାନ୍ତି । ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ କହିଛନ୍ତି ମନୋଜ ମହାପାତ୍ର । ବିଜେଡି ସମୟରେ ଚାଷୀ ହତାଶ, ଦଲାଲ ମାଲେମାଲ ହେଉଥିଲେ । ମୋହନ ସରକାରରେ ଚାଷୀ ଉତ୍ସାହିତ, ଅଧିକ ୮୦୦ ଟଙ୍କା ପାଉଛି । କଂଗ୍ରେସର ସ୍ଥିତି ନଥିବାରୁ ସେମାନଙ୍କ ପଛରେ ଲାଉ ହେଉଛି । ଏହି ବନ୍ଦର କିଛି ପ୍ରଭାବ ପଡିବ ନାହିଁ କହିଲେ ମନୋଜ ମହାପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking