17.1 C
Bhubaneswar
Sunday, February 8, 2026
Homeଓଡିଶାଫେକ ଚାଷୀ: କଂଗ୍ରେସ ଓ ବିଜେଡିର ଆରୋପ

ଫେକ ଚାଷୀ: କଂଗ୍ରେସ ଓ ବିଜେଡିର ଆରୋପ

ଭୁବନେଶ୍ୱର: ସାଟେଲାଇଟ ସର୍ଭେରେ ଫେକ ଚାଷୀ । କଂଗ୍ରେସ ଓ ବିଜେଡି ଆରୋପ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ବିଜେଡିରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆରୋପ କରିଛନ୍ତି । କହିଛନ୍ତି, ସରକାର ସାଟେଲାଇଟ କଥାକୁ ସତ ମାନୁଛନ୍ତି, ଅଫିସର କାହିଁକି ଦରମା ନେଉଛନ୍ତି । ଏହାର ଅର୍ଥ ରାଜ୍ୟରେ ସରକାର ନାହିଁ କହି ସମାଲୋଚନା କଲେ ଭକ୍ତ ଦାସ । ଆଗକୁ ପ୍ରତି ଜିଲ୍ଲାରେ ଚାଷୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଲେ । ଜାଣିବାରେ ଏତେ ବିଳମ୍ବ କେମିତି ହେଲା ପଚାରିଲେ ପ୍ରସନ୍ନ ଆଚାର୍ଯ୍ୟ । ରାଜରାସ୍ତାରେ ଅସନ୍ତୁଷ୍ଟ ଚାଷୀ ବିକ୍ଷୋଭ କରୁଛନ୍ତି । ସେତେବେଳେ ସରକାର ଆକାଶକୁ ତୋଳିବା ଭଳି ଏ ତଥ୍ୟ କେଉଁଠୁ ପାଇଲେ । କେମିତି ଜାଣିଲେ ଫେକ୍ ପ୍ଲଟ ଅଛି, ଚାଷ ନହୋଇ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି । ସରକାର ରେଜିଷ୍ଟ୍ରେସନ ବେଳେ କେମିତି ଜାଣିପାରିଲେନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking