20.1 C
Bhubaneswar
Thursday, January 15, 2026
Homeଓଡିଶାଜୀବନ ଜ୍ୟୋତି ନର୍ସିଂହୋମ ସିଲ କଲା ପ୍ରଶାସନ

ଜୀବନ ଜ୍ୟୋତି ନର୍ସିଂହୋମ ସିଲ କଲା ପ୍ରଶାସନ

ଟିଟିଲାଗଡ଼ : ପୁରୁଣା ମେଡିକାଲ ରୋଡ଼ରେ ଥିବା ଜୀବନ ଜ୍ୟୋତି ନର୍ସିଂହୋମ ସିଲ । ଜାଲ ଫାୟାର ସେଫ୍ଟି ସାର୍ଟିଫିକେଟରେ ଚାଲିଥିଲା ନର୍ସିଂହୋମ । ଘଟଣାର ତଦନ୍ତ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ନର୍ସିଂହୋମ ପ୍ଲାନିଂ ସାର୍ଟିଫିକେଟରେ ଜାଲ ଦସ୍ତଖତ ଧରାପଡିଲା । ଜାଲ ସାର୍ଟିଫିକେଟରେ ଅଗ୍ନି ନିରାପତ୍ତା ପାଇଁ ଆବେଦନ ବେଳେ ଧରାପଡିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking