19.1 C
Bhubaneswar
Saturday, December 13, 2025
Homeଓଡିଶାଚିକିଟି ଯିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଚିକିଟି ଯିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଭୁବନେଶ୍ୱର : ପ୍ରେସମିଟରେ ବିଜେଡି ନେତା ପ୍ରତାପ ଜେନାଙ୍କ ସୂଚନା । ମଦ ମୃତ୍ୟୁକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ବିଜେପି କଥାରେ ତାଳମେଳ ନାହିଁ । ମଦ ଦୋକାନ ଖୋଲିବ ନାହିଁ କହି ନୂଆ ଦୋକାନ ଖୋଲୁଛନ୍ତି । ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ଉଠିଛି । ବିଜେଡିର ୪ ଜଣିଆ ଫ୍ୟାକ୍‌ଟ ଫାଇଣ୍ଡିଂ ଟିମ ଚିକିଟି ଯିବ । ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏହି ଟିମ ଯିବ । ଟିମରେ ରହିବେ ଉଷା ଦେବୀ, ରମେଶ ଚ୍ୟାଉପଟ୍ଟନାୟକ । ବିକ୍ରମ ପଣ୍ଡା ବି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ରହିବେ । ବିରୋଧୀ ଦଳ ନେତାଙ୍କୁ ରିପୋର୍ଟ ପ୍ରଦାନ କରିବ ଏହି ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking