ଭୁବନେଶ୍ୱର : ଆଉ ୨ ଦିନ ବଢିଲା ଚାଷୀଙ୍କ ପଞ୍ଜିକରଣ ଅବଧି । ଏନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା । ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଲାଗି ଆଉ ୨ ଦିନ ଚାଷୀଙ୍କ ସମୟ ସୀମା ବଢାଇଛନ୍ତି ସରକାର । ପୁରୀ ଜିଲ୍ଲା କ୍ଷୟକ୍ଷତି ଅଞ୍ଚଳ ବୁଲିବା ପରେ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ପୂର୍ୱରୁ ଡିସେମ୍ବର ୩୦ ତାରିଖ ପଯ୍ୟନ୍ତ ରେଜିଷ୍ଟ୍ରେସନ ଅବଧି ଥିଲା । ଏହା ଜାନୁଆରୀ ୧ ତାରିଖ ରାତି ୧୨ଟା ପଯ୍ୟନ୍ତ ବଢିଛି ।