19.1 C
Bhubaneswar
Wednesday, December 10, 2025
Homeଓଡିଶାବିସ୍ଫୋରକ ଲୁଟ: ଗୋଦାମ ମାଲିକ ଗିରଫ

ବିସ୍ଫୋରକ ଲୁଟ: ଗୋଦାମ ମାଲିକ ଗିରଫ

ରାଉରକେଲା: ମାଓବାଦୀ ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟ ଘଟଣାରେ  ବଡ ଗାଁର ବିସ୍ଫୋରକ ଗୋଦାମ ମାଲିକ ଶବଣ ଅଗ୍ରୱାଲ ଗିରଫ ହୋଇଛନ୍ତି ।  ଗୋଦାମ ମାଲିକଙ୍କୁ  ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏସଆଇଟି । ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ ଡ୍ରାଇଭର ଅଟକ ଥିବା ସୂଚନା ରହିଛି । ପୂର୍ୱରୁ ବିସ୍ଫୋରକ ଗୋଦାମକୁ ସିଲ କରିଛି ସୁନ୍ଦରଗଡ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking