19.1 C
Bhubaneswar
Monday, December 8, 2025
Homeଓଡିଶାବିସ୍ଫୋରକ ଲୁଟ ଘଟଣା: ମିଳିଲା ୭୦% ବିସ୍ଫୋରକ  

ବିସ୍ଫୋରକ ଲୁଟ ଘଟଣା: ମିଳିଲା ୭୦% ବିସ୍ଫୋରକ  

ଭୁବନେଶ୍ୱର: ସୁୁନ୍ଦରଗଡରୁ ୪ ଟନ ବିସ୍ଫୋରକ ଲୁଟ ଘଟଣା ।  ମାଓବାଦୀ ଲୁଟି ନେଇଥିବା ବିସ୍ଫୋରକ  ମିଳିଛି । ଝାଡଖଣ୍ଡ ସୀମାରୁ ମିଳିଲା ବିସ୍ଫୋରକ  ା ସରଣ୍ଡା ଜଙ୍ଗଲରେ ଏବେ କମ୍ବିଂ ଅପରେସନ ଜାରି ରହିଛି । ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏବେ ଗୁଳି ବିନିମୟ ଜାରି ରହିଛି ।  ୬୦ରୁ ୭୦ ପ୍ରତିଶତ ବିସ୍ଫୋରକ ମିଳିଛି ।  ସୂଚନା ଥାଉକି , ।  ମାଓବାଦୀ ଲୁଟି ନେଇଥିବା ବିସ୍ଫୋରକ ଘଟଣାରେ ଗତକାଲି ଏନଆଇଏ ଟିମ ପହଞ୍ଚି  ତଦନ୍ତ କରିଥିଲା । ଆଜି  ଏସଆଇଟି ଟିମ  ଗଠନ କରାଯାଇଥିଲା । ଆଡସିନାଲ ଏସପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମ  ତଦନ୍ତ ଆରମ୍ଭ  କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking