19.1 C
Bhubaneswar
Monday, December 8, 2025
Homeଓଡିଶାବ୍ୟବସାୟୀଙ୍କ ଘରୁ ବିସ୍ଫୋରକ ବାଣ ଜବତ

ବ୍ୟବସାୟୀଙ୍କ ଘରୁ ବିସ୍ଫୋରକ ବାଣ ଜବତ

କଳାହାଣ୍ଡି: କଳାହାଣ୍ଡି ପୋଲିସ ଓ ଜୟପାଟଣା ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ଜୟପାଟଣା ଜନୈକ ବ୍ୟବସାୟୀ ବଜରଙ୍ଗ ଅଗ୍ରଓ୍ବାଲଙ୍କ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି। କଳାହାଣ୍ଡି ଏସ୍‌ପି ନାଗରାଜ ଦେବର କୋଣ୍ଡାଙ୍କ ସ୍ବତନ୍ତ୍ର ଟିମ୍‌ ବୁଧବାର ରାତି ୨ଟାରେ ବ୍ୟବସାୟୀଙ୍କ ଘରେ ରେଡ୍‌ କରିଛନ୍ତି। ଗୁରୁବାର ସକାଳ ହୋଇ ପ୍ରାୟ ଦୁଇଟି ପିକ୍‌ଅପ୍‌ରେ ବିସ୍ଫୋରକ ବାଣ ଲୋଡ୍‌ କରାଯାଇଥିବା ବେଳେ ଘର ଭିତରେ ଆହୁରି ବାଣ ରହିଥିବାର ସୂଚନା ମିଳିଛି। କଳାହାଣ୍ଡି ପୋଲିସ ଓ ଜୟପାଟଣା ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking