20.1 C
Bhubaneswar
Sunday, February 8, 2026
Homeଓଡିଶାବାଣ ଭିଡ଼ିବା ବେଳେ ବିସ୍ଫୋରଣ : ଦମ୍ପତି ଗୁରୁତର

ବାଣ ଭିଡ଼ିବା ବେଳେ ବିସ୍ଫୋରଣ : ଦମ୍ପତି ଗୁରୁତର

ଗଞ୍ଜାମ : ପ୍ରଚଣ୍ଡ ଶବ୍ଦରେ ଥରିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ବଡ଼ସାହି। ଗ୍ରାମରେ ବାଣ ଭିଡ଼ିବା ବେଳେ ଘଟିଲା ବିସ୍ପୋରଣ । ବିସ୍ପୋରଣ ଏତେ ପ୍ରଚଣ୍ଡ ଯେ ସମ୍ପୂର୍ଣ୍ଣ ଦୁଇ ବଖରା ଘରର ଆଜବେଷ୍ଟସ ଉଡ଼ିଯାଇଥିବା ବେଳେ ଦମ୍ପତି ଗୁରୁତର ହୋଇଛନ୍ତି। ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା ବିସ୍ପୋରଣରେ ବାଣ ବେପାରୀ ଅଶୋକ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେ ଦୀର୍ଘଦିନ ହେବ ଏହି ବେଆଇନ ବାଣ କାରବାରରେ ଜଡ଼ିତ ଥିବା କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking