21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଲାଲକିଲ୍ଲା ନିକଟରେ ବିସ୍ଫୋରଣ: ହୁତୁହୁତୁ ହୋଇ ଜଳିଗଲା କାର୍‌

ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ହୁତୁହୁତୁ ହୋଇ ଜଳିଗଲା କାର୍‌

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ । କାରରେ ଭୟଙ୍କର ବିସ୍ଫୋରଣ ପରେ ଜଳିଗଲା କାର। ଚାରିଆଡେ ଧୂଆଁ, ଖେଳିଗଲା ଆତଙ୍କ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କରୁଛି ଯାଞ୍ଚ ।ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ କାର୍‌ ବିସ୍ଫୋରଣ ଯୋଗୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଖବର ମିଳିଛି ଯେ ବିସ୍ଫୋରଣରେ ନିକଟରେ ଥିବା ତିନୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍‌ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।

 ଦିଲ୍ଲୀ କାଲ୍‌କିଲ୍ଲା ନିକଟ ଏକ କାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ହୁତୁ ହୁତୁ ହୋଇ ଜଳୁଛି କାର୍‌। ପାଖରେ ଥିବା ଆଉ ତିନୋଟି ଗାଡ଼ି ଏହି ବିସ୍ଫୋଣରରେ ମଧ୍ୟ ଜଳି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ôଚ ଘଟଣାର ଛାନଇଭିୀନ୍ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking