ପାରଳାଖେମୁଣ୍ଡି: ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ ଖାଦାନରେ ବିସ୍ଫୋରଣ ହୋଇଛି । ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ହୋଇଛନ୍ତି। ମୃତକମାନେ ହେଉଛନ୍ତି ବିହାର , ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ । ଗୁରୁତରମାନେ ଶ୍ରୀକାକୁଲମ ଟେକାକୁଲମ ଟେକ୍କାଲି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ମେଳିଆପୁଟି ଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛି ।










