32.1 C
Bhubaneswar
Thursday, April 24, 2025
Homeଦେଶ ବିଦେଶଆଲୁମିନିୟମ ଫଏଲ୍ କାରଖାନାରେ ବିସ୍ଫୋରଣ: ପାଞ୍ଚ ମୃତ

ଆଲୁମିନିୟମ ଫଏଲ୍ କାରଖାନାରେ ବିସ୍ଫୋରଣ: ପାଞ୍ଚ ମୃତ

ନାଗପୁର: ଶନିବାର ଦିନ ଉମରେରର ଏକ ଆଲୁମିନିୟମ ଫଏଲ୍ କାରଖାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ନାଗପୁର ଗ୍ରାମାଞ୍ଚଳର ପୋଲିସ ଅଧିକ୍ଷକ ହର୍ଷ ପୋଦ୍ଦାର ନିଶ୍ଚିତ କରିଛନ୍ତି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking