30.1 C
Bhubaneswar
Tuesday, January 20, 2026
Homeଓଡିଶାଜେଲର ଓ ଅଧୀକ୍ଷକଙ୍କୁ ଏକ୍ସପ୍ଲାନେସନ ଚିଠି

ଜେଲର ଓ ଅଧୀକ୍ଷକଙ୍କୁ ଏକ୍ସପ୍ଲାନେସନ ଚିଠି

ଭୁବନେଶ୍ୱର: ଚୌଦ୍ୱାର ଜେଲ୍‌ର ପୂର୍ବତନ ଜେଲର ଓ ଅଧୀକ୍ଷକଙ୍କ କଳି ଘଟଣା । କ୍ୟାମେରା ଆଗରେ ଉତ୍ତର ରଖିଲେ ଜେଲ୍ ଡିଆଇଜି ବୀରେନ ସାହୁ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଉଭୟଙ୍କୁ ମଗାଯାଇଛି ଏକ୍ସପ୍ଲାନେସନ । ଗୃହ ବିଭାଗ ଉଦ୍‌ବେଗ ପ୍ରକାଶ କରିବା ସହ ରିପୋର୍ଟ ମାଗିଛନ୍ତି । ସେ କହିଛନ୍ତି ଯେ କଏଦୀ ଚମ୍ପଟ ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଲାଗିବ ଏଆଇ କ୍ୟାମେରା । କଏଦ ଚମ୍ପଟ ପାଇଁ ଉଦ୍ୟମ କଲେ ଅଟୋମେଟିକ୍ ଭାବେ ବାଜିବ ସାଇରନ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking