19.1 C
Bhubaneswar
Friday, February 13, 2026
Homeଓଡିଶା‘ସୁଭଦ୍ରା’ ପାଇଁ ବ୍ୟୟବରାଦ

‘ସୁଭଦ୍ରା’ ପାଇଁ ବ୍ୟୟବରାଦ

ଭୁବନେଶ୍ୱର : ଓଡିଶା ବଡେଟ୍ ୨୦୨୪-୨୫ ଉପସ୍ଥାପିତ । ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ବଜେଟ୍ ପରିମାଣ ୨ ଲକ୍ଷ ୬୫ ହଜାର କୋଟି । କାର୍ଯ୍ୟକ୍ରମ ବଜେଟ୍ ୧ ଲକ୍ଷ ୫୫ ହଜାର କୋଟି । ୨୦୨୩-୨୪ ତୁଳନାରେ ୧୫% ଅଧିକ ବଜେଟ୍ । ‘ସୁଭଦ୍ରା’ ଯୋଜନା ପାଇଁ ୧୦ ହଜାର କୋଟି । ୧୦ ହଜାର କୋଟି ବ୍ୟୟବରାଦ କଲେ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking