28.1 C
Bhubaneswar
Saturday, May 10, 2025
Homeଓଡିଶାବଢିଲା ଆଇନଜୀବୀ କଲ୍ୟାଣ ପାଣ୍ଠି

ବଢିଲା ଆଇନଜୀବୀ କଲ୍ୟାଣ ପାଣ୍ଠି

ଭୁବନେଶ୍ୱର : ଆଇନଜୀବୀ କଲ୍ୟାଣ ପାଣ୍ଠି ୧୦ କୋଟିକୁ ବଢିଲା । ପୂର୍ୱରୁ ଆଇନଜୀବୀ କଲ୍ୟାଣ ପାଣ୍ଠି ୫ କୋଟି ଥିଲା । ଏନେଇ  ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ହୋଇଛି ।  ଏବେ ଏହା ବଢି ୧୦ କୋଟି ଟଙ୍କା ହେଲା । ମୃତ୍ୟୁ ଓ ଅବସରକାଳୀନ ସହାୟତା  ରାଶି ୨ ଗୁଣ ବଢିଲା । ପୂର୍ୱରୁ ସାଢେ ୪ ଲକ୍ଷ ଟଙ୍କା ଥିଲା । ଏବେ ଏହା ୯ ଲକ୍ଷ ହେଲା । ଆଇନଜୀବୀ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ଅଚନ୍ତି ଆଡଭୋକେଟ ଜେନେରାଲ ।  ଆସନ୍ତାକାଲି    ୨୦୨୫-୨୬ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ଅଧିକ ପାଣ୍ଠି ଆବଂଟନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାବି ଉପସ୍ଥାପନ କରିଥିଲେ  । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେରଠାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ ୮ଟି ଦାବି ଉପସ୍ଥାପନ କରିଥିଲେ  । ଏହି ଦାବିଗୁଡ଼ିକୁ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking