ଭୁବନେଶ୍ୱର: ରାଜ୍ୟରେ ଓଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ୨୯ ଜଣ ଓଏଏସଙ୍କ ଅଦଳବଦଳ ହୋଇଛି । ରୁଦ୍ର ନାରାୟଣ ଦାଶ ପଯ୍ୟଟନ ବିଭାଗର ଯୁଗ୍ମ ସଚିବ । ଶ୍ୱେତ କୁମାର ଦାଶ ହେଲେ ସିଡିଏ ସଚିବ । ମନୋରମା ଭୂୟାଁ ଫକୀରମୋହନ ମେଡିକାଲ କଲେଜ ରେଜିଷ୍ଟାର ।