24.1 C
Bhubaneswar
Sunday, January 5, 2025
Homeଓଡିଶାଓପିଏସ ସ୍ତରରେ ଅଦଳବଦଳ

ଓପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର :ଆଜି ଓପିଏସ ସ୍ତରରେ ଅଦଳ ବଦଳ କରାଯାଇଛି । ଏନେଇ  ପୋଲିସ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,

(୧)ତପନ କୁମାର ମହାନ୍ତି   – ଥିଲେ ବରଗଡର ଅତିରିକ୍ତ ଏସପି- ହେଲେ ଭୁବନେଶ୍ୱର କଟକର ଡିସିପି, ପୋଲିସ କମିଶନରେଟ
(୨ ହରେଶ ଚନ୍ଦ୍ର ପାଣ୍ଡେ  – ଥିଲେ ସମ୍ବଲପୁରର ଅତିରିକ୍ତ ଏସପି- ହେଲେ ଦୁର୍ନିତି ସଂଗଠନ, ପୋଲିସ, ଏଆଇଜିର ସୁପରିଟେଣ୍ଡେଣ୍ଟ
(୩) ମଧୁସୁଦନ ବେହେରା   – ଥିଲେ ଷ୍ଟେଟ ମୁଖ୍ୟ କାୟ୍ୟାଳୟ – ହେଲେ  କଟକର ଷ୍ଟେଟ କାଯ୍ୟାଳୟ , ଏସପି
(୪) ଇନ୍ଦ୍ରାମଣି ବେହେରା   – ଥିଲେ ନୂଆପଡାର ଅତିରିକ୍ତ ଏସପି- ହେଲେ  କଟକର ଷ୍ଟେଟ କାଯ୍ୟାଳୟ , ଏସପି
(୫) ହେମନ୍ତକୁମାର ପାଢୀ  – ଥିଲେ ବଲାଙ୍ଗିରର ଅତିରିକ୍ତ ଏସପି-ହେଲେ ପୁରୀ ଶ୍ରୀମନ୍ଦିରର ପ୍ରଶାସକ ସୁରକ୍ଷା
(୬) ବଳଭଦ୍ର ଦିପ, ଓପିଏସ –ଥିଲେ ଆଇୟୁସିଏଡବ୍ଲ୍ୟୁ, କନ୍ଧମାଳର ଅତିରିକ୍ତ ଏସପି –ହେଲେ ପୋଲିସ ନିଯୁକ୍ତି ବୋର୍ଡ ,ଏସପି
(୭)  ବିମଲେନ୍ଦୁ ସତପଥି   –  ଥିଲେ ଦୁର୍ନୀତି ସଂଗଠନର ଅତିରିକ୍ତ ଏସପି- ହେଲେ କଟକ , ଭୁବନେଶ୍ୱରର     କମିଶନରେଟପୋଲିସ, ଡିସିପି

(୮)  ରମେଶ ଚନ୍ଦ୍ର ସେଠୀ    -ଥିଲେ-ବ୍ରହ୍ମପୁର ଟ୍ରାନ୍ସଫର ନିୟମର ଅତିରିକ୍ତ ଏସପି-ହେଲେ – କମ୍ପୁଟର ଅତିରିକ୍ତ ଏସପି
(୯) ଏସକେ. ସରିଫ ଉଦିନ -ଥିଲେ- ଭୁବନେଶ୍ୱର, କଟକର ଅତିରିକ୍ତ ଡିସିପି, ପୋଲିସ କମିଶନରେଟ-ହେଲେ – ଅନୁଗୁଳ ପିଟିସିର ଏସପି
(୧୦) ତରୁଣ କୁମାର ଦାସ   – ଥିଲେ ଭୁବନେଶ୍ୱର, କଟକର ଅତିରିକ୍ତ ଡିସିପି , ପୋଲିସ କମିଶନରେଟ- ହେଲେ- କଟକ ଷ୍ଟେଟ ପୋଲିସ କାଯ୍ୟାଳୟ, ଏସପି
(୧୧) ସୁରେନ୍ଦ୍ରନାଥ ପାଣିଗ୍ରାହୀ   – ଥିଲେ ଦୁର୍ନୀତି ସଂଗଠନର ଅତିରିକ୍ତ ଏସପି- ହେଲେ- ଦୁର୍ନିତୀ ସଂଗଠନ ଏସପି
(୧୨) ଲମ୍ବୋଦର ବୁଡା  –  ଥିଲେ- ଝାରସୁଗୁଡାର ଅତିରିକ୍ତ ଏସପି- ହେଲେ-ଦୁର୍ନିତୀ ସଂଗଠନ ଏସପି
(୧୩) ପୁରୁଷୋତ୍ତମ ସେଠୀ    -ଥିଲେ- ଷ୍ଟେଟ ପୋଲିସ କାୟ୍ୟାଳୟ କଟକ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଯୁଗ୍ମ ଟାସ୍କ ଫୋର୍ସର ଅତିରିକ୍ତ ଏସପି – ହେଲେ- ଷ୍ଟେଟ ପୋଲିସ କାୟ୍ୟାଳୟ କଟକ, ଏସପି
(୧୪)  ସିଲଭେରିୟସ ତପ୍ପୋ   – ଥିଲେ- କଳିଙଗ୍ ନଗର ଆଧାରରେ ରାୟଗଡାର ଏସପ, ଅତିରିକ୍ତ ଏସପିି- ହେଲେ –  ଭୁବନେଶ୍ୱର, କଟକର ଡିସିପି, ପୋଲିସ କମିଶନରେଟ
(୧୫) ସୁରେନ୍ଦ୍ରନାଥ ମୁର୍ମୁ   – ଥିଲେ ଆଇୟୁସିଏଡବ୍ଲ୍ୟୁ, ଖୋର୍ଦ୍ଧାର ଅତିରିକ୍ତ ଏସପି- ହେଲେ  ଭୁବନେଶ୍ୱର, କଟକର ଡିସିପି, ପୋଲିସ କମିଶନରେଟ
(୧୬) ଅସିମ କୁମାର ପଣ୍ଡା   – ଥିଲେ ଆଇସିୟୁଡବ୍ଲ୍ୟୁୁ, ବ୍ରହ୍ମପୁରର ଅତିରିକ୍ତ ପୋଲିସ-ହେଲେ ଷ୍ଟେଟ ପୋଲିସ କାୟ୍ୟାଳୟ କଟକ, ଏସପି
(୧୭)  ମହେଶ୍ୱର ସେଠୀ   –  ଥିଲେ ଦୁର୍ନିତୀ ସଂଗଠନର ଅତିରିକ୍ତ ଏସପି ହେଲେ- ଦୁର୍ନିତୀ ସଂଗଠନ ଏସପି,ଏଆଇଜି
(୧୮)  ସରୋଜ କୁମାର ସାମଲ   -ଥିଲେ ଦୁର୍ନୀତି ସଂଗଠନର ଅତିରିକ୍ତ ଏସପି- ହେଲେ ଦୁର୍ନିତୀ ସଂଗଠନ ଏସପି,ଏଆଇଜି
(୧୯) କୃଷ୍ଣପ୍ରସାଦ ପଟ୍ଟନାୟକ  – ଥିଲେ କଟକର ଅତିରିକ୍ତ ଏସପି- ହେଲେ- କ୍ରାଇମ ବ୍ରାଞ୍ଚର ପୋଲିସ ସୁପରିଣ୍ଟେଣ୍ଡଟ
(୨୦)  ସୁନୀଲ କୁମାର ନନ୍ଦ  – ଥିଲେ ସ୍ୱତନ୍ତ୍ର ବ୍ରାଞ୍ଚର ଅତିରିକ୍ତ ଏସପି- ହେଲେ- ସ୍ୱତନ୍ତ୍ର ବ୍ରାଞ୍ଚର ଏସପି
(୨୧) ଯଶୋବନ୍ତ ସାମଲ    – ଥିଲେ- ସ୍ୱତନ୍ତ୍ର ବ୍ରାଞ୍ଚର ଅତିରିକ୍ତ ଏସପି- ହେଲେ- ସ୍ୱତନ୍ତ୍ର ବ୍ରାଞ୍ଚର ଏସପି
(୨୨) ରବିନ୍ଦ୍ରନାଥ ଶତପଥୀ   –  ଥିଲେ ବିପିଏସପିଏ, ଭୁବନେଶ୍ୱରର ଅତିରିକ୍ତ ଏସପି – ହେଲେ କ୍ରାଇମ ବ୍ରାଞ୍ଚର ଏସଟିଏଫ, ଏସପି
(୨୩) ପ୍ରକାଶ ଚନ୍ଦ୍ର ପାଲ   –  ଥିଲେ ଭୁବନେଶ୍ୱର , କଟକର ଅତିରିକ୍ତ ଡିସିପି ,ପୋଲିସ କମିଶନରେଟ- ହେଲେ କଟକ, ଭୁବନେଶ୍ୱରର ଡିସିପି, ପୋଲିସ କମିଶନରେଟ
(୨୪)  ସୁବାଷ ଚନ୍ଦ୍ର ପଣ୍ଡା    – ଥିଲେ ସିଏଡବ୍ଲ୍ୟୁ, ସିଡବ୍ଲ୍ୟୁୁ ଭୁବନେଶ୍ୱରରର  ଅତିରିକ୍ତ ଏସପି ହେଲେ- ସିଏଡବ୍ଲ୍ୟୁୁ ଏବଂ ସିଡବ୍ଲ୍ୟୁ , କ୍ରାଇମ ବ୍ରାଞ୍ଚର ସିଏଡବ୍ଲ୍ୟୁୁ , ସୁପରିଟେଣ୍ଟଟ ପୋଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking