19.1 C
Bhubaneswar
Friday, December 27, 2024
Homeଓଡିଶାଅତ୍ୟଧିକ ମୋବାଇଲର  ବ୍ୟବହାର : କେଉଁ ସବୁ ସମସ୍ୟା ହେବ ଜାଣନ୍ତୁ ..

ଅତ୍ୟଧିକ ମୋବାଇଲର  ବ୍ୟବହାର : କେଉଁ ସବୁ ସମସ୍ୟା ହେବ ଜାଣନ୍ତୁ ..

ଭୁବନେଶ୍ୱର : ଆଜିର ଆଧୁନିକ ଜୀବନ ଶୈଳୀରେ  ସ୍ମାର୍ଟଫୋନ  ।ବଶ୍ୟକତା ଠାରୁ  ଅଧିକ ନିଶାରେ ପରିଣତ  ହୋଇଥାଏ ।  ଆଜିର ଯୁବ ପିଢି ଅତ୍ୟଧିକ ପରିମାଣରେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ।  ଯାହା ନିଶାଠାରୁ ବି ଅଧିକ ଆମ ଜୀବନକୁ ଅଦିକ ପ୍ରଭାବିତ କରେ ।  ଆମର ଜୀବନ ଶୈଳୀରେ ଅଭ୍ୟାସକୁ ପରିବର୍ତ୍ତନ କରିଦିଏ ।  ଯେଉଁମାନେ  ସ୍ମାର୍ଟ ଫୋନ ଦେଖି ଅଧିକ ସମୟ ବିତାଉଛନ୍ତି   ସେମାନଙ୍କ  ହୃଦଘାତ  ଏବଂ ଷ୍ଟ୍ରୋକ  ହେବାର ଆଶଙ୍କା ଥାଏ ।  ୧୯୯୦ ଏବଂ ୧୯୯୧ ରେ ଜନ୍ମ ହୋଇଥିବା  ୧୪ , ୫୦୦  ପିଲାଙ୍କ ଉପରେ   କରାଯାଇଥିବା   ଅନୁସନ୍ଧାନରୁ ଜଣା ପଡିଛି ଯେ ,  ଏହି ପିଲାମାନେ ଅଧିକ ମୋବାଇଲ ଏବଂ ଟ୍ୟାବ  ଦେଖନ୍ତି । ତେଣୁ  ପିଲାମାନଙ୍କଠାରେ  ନ୍ୟୁରୋଡେଜେନରେଟିଭ   ରୋଗ ହେବାର ସମ୍ଭାବନା ଥାଏ । ଅଧିକାଂଶ ଲୋକ ଶୋଇବା ପୂର୍ୱରୁ    ମୋବାଇଲରେ ଅଧିକ ସମୟ ବିତାଇଥାନ୍ତି । ଫୋନ ଅଧିକ ବ୍ୟବହାର କରିଲେ  ବିରକ୍ତ ଏବଂ ଅଶାନ୍ତ ଅନୁଭବ  କରିବ । ନିଜକୁ କାଯ୍ୟରେ ବ୍ୟସ୍ତ ରଖ । ଯେପରି ମୋବାଇଲ ଠାରୁ ଦୂରରେ ରହିବେ । ମୋବାଇଲ କିମ୍ବା କମ୍ପ୍ୟୁଟର ଅଧିକ ବ୍ୟବହାର କଲେ  ମେରୁଦଣ୍ଡ ଉପରେ ପ୍ରଭାବ ପଡିଥାଏ ।  ଚର୍ମ ସମସ୍ୟା ଦେଖାଦେବ ।  ମାନସିକ ଚାପ ବୃଦ୍ଧି ପାଇବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking