18.1 C
Bhubaneswar
Saturday, December 6, 2025
Homeଓଡିଶାଅଧିକ ସାର ଶରୀର ପାଇଁ ଭଲ ନୁହେଁ: କୃଷିମନ୍ତ୍ରୀ

ଅଧିକ ସାର ଶରୀର ପାଇଁ ଭଲ ନୁହେଁ: କୃଷିମନ୍ତ୍ରୀ

ଭୁବନେଶ୍ୱର: ଶସ୍ୟରେ ଅଧିକ ସାର ପ୍ରୟୋଗ କଲେ ଶରୀର ପାଇଁ କ୍ଷତିକାରକ । ସାର ବ୍ୟବହାରକୁ  ପସନ୍ଦ କଲେନି  କୃଷି ମନ୍ତ୍ରୀ ।  ସାର ବ୍ୟବହାର କରି ଉତ୍ପାଦନ କଲେ ବିଦେଶକୁ ରପ୍ତାନି ହେବନି । ସମ୍ବଲପୁରରେ ଓୟୁଏଟିର ଆଉ ଏକ କ୍ୟାମ୍ପସ ନିର୍ମାଣ କରାଯିବ । ମୟୁରଭଞ୍ଜ, ବଲାଙ୍ଗୀରରେ କୃଷି କଲେଜ ଖୋଲିବା ନିଷ୍ପତ୍ତି  ନିଆଯାଇଛି । ସୋନପୁରରେ ଫିସରି କଲେଜ ନିର୍ମାଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking