33.1 C
Bhubaneswar
Saturday, October 5, 2024
Homeଓଡିଶାପରୀକ୍ଷା ବିଭ୍ରାଟ ରିପୋର୍ଟ ମଗାଯାଇଛି : ମନ୍ତ୍ରୀ

ପରୀକ୍ଷା ବିଭ୍ରାଟ ରିପୋର୍ଟ ମଗାଯାଇଛି : ମନ୍ତ୍ରୀ

ଭୁବନେଶ୍ୱର : ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଭ୍ରାଟ ନେଇ ବିଭାଗକୁ ରିପୋର୍ଟ ମଗାଯାଇଥିବା କହିଲେ ମନ୍ତ୍ରୀ । ଅଭିଯୋଗ ଅନୁଯାୟୀ ଏହା ପରୀକ୍ଷା ପାଇଁ ଅନୁକୂଳ ପ୍ରକ୍ରିୟା ନୁହେଁ । ବ୍ଲାକଲିଷ୍ଟେଡ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ । ତ୍ରୁଟି ବିଚ୍ୟୁତି କେତେ ପରିମାଣରେ ହୋଇଛି , ଏହା ପଳାଫଳକୁ କେତେ ପ୍ରଭାବ ପକେଇବ , ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ । ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା, ପରୀକ୍ଷା ତ୍ରୁଟିଶୂନ୍ୟ ହେବା କଥା । ଉଚିତ ସିଥାନରେ ପରିକ୍ଷା ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking