21.1 C
Bhubaneswar
Saturday, February 7, 2026
Homeଓଡିଶାପରୀକ୍ଷା ଦ୍ୱନ୍ଦ୍ୱ: ଗୋଟିଏ ସମୟରେ ଦୁଇଟି ପରୀକ୍ଷା 

ପରୀକ୍ଷା ଦ୍ୱନ୍ଦ୍ୱ: ଗୋଟିଏ ସମୟରେ ଦୁଇଟି ପରୀକ୍ଷା 

ଭୁବନେଶ୍ୱର: ପୁଣି ପରୀକ୍ଷା ଦ୍ୱନ୍ଦ୍ୱ । ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ  ୨ଟି ପରୀକ୍ଷା । ଓପିଏସସି ପକ୍ଷରୁ ଆସନ୍ତାକାଲି ରହିଛି ଏଏସଓ । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା ହୋଇଛି । ଅନ୍ୟପକ୍ଷରେ ଓଏସଏସଏସସି ପକ୍ଷରୁ ଜାରି  ହୋଇଛି  ଆରଆଇ, ଆଇସିଡିସି, ଏଆରଆଇ ପରୀକ୍ଷା ହେବ । କାଲି ୯ଟାରୁ  ୧୦ଟା ଯାଏଁ ରହିଛି ଓଏସଏସଏସସି ପରିଚାଳିତ ପରୀକ୍ଷା । କାଲି ସମାନ ୯ଟାରୁ ୧୦ ଟା ୩୦ ଯାଏଁ  ରହିଛି ଏଏସଓ ପେପର-୧ ପରୀକ୍ଷା । ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ଦେବେ ପରୀକ୍ଷା । ଓଏସଏସଏସସି ଓ ଓପିଏସସି ମଧ୍ୟରେ ସମନ୍ୱୟକୁ ନେଇ ସନ୍ଦେହରେ ପରୀକ୍ଷାର୍ଥୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking