ଭୁବନେଶ୍ୱର: ବିଜେଡି ନେତା ଦିଲ୍ଲୀପ ନାୟକଙ୍କ ବାଦାମବାଡି ଘରେ ଇଓଡବ୍ଲ୍ୟୁ ର ରେଡ । ନିମାପଡାର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ । ଜମି କେଳେଙ୍କାରୀ ଘଟମାରେ ଅର୍ଥନୈତିକ ଅପରାଧଶାଖାର ଚଢାଉ କରିଛି । ବାଦାମବାଡିରେ ଥିବା ଘରେ ଚାଲିଛି ଚଢାଉ ।