19.1 C
Bhubaneswar
Sunday, February 8, 2026
Homeଓଡିଶାବାପାକୁ ହତ୍ୟା କଲା ସଇତାନ ପୁଅ

ବାପାକୁ ହତ୍ୟା କଲା ସଇତାନ ପୁଅ

ଦେବଗଡ: ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କଲା ସଇତାନ ପୁଅ ।  ଦେବଗଡ କୁଣ୍ଢଇଗୋଳା ଥାନା ଗୋହିଡା ଜାମୁନାଳି ଗାଁରେ ହତ୍ୟାକାଣ୍ଡ  ଘଟିଛି ।  ଘର ପଛ ପଟେ ଥିବା  ଏକ ଗାତରୁ  ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାୟ ୨ ଦିନ ତଳେ ମାରି ଫିଙ୍ଗିଥିବା ଅନୁମାନ କରାଯାଉଛି । ସୂଚନା ପାଇ ପୋଲିସ  ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତକୁ ଅଟକ ରଖିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking