31.1 C
Bhubaneswar
Tuesday, March 17, 2026
Homeଓଡିଶାଟ୍ରଷ୍ଟ ପଛରେ ମନ୍ଦ ଉଦ୍ଦେଶ୍ୟ: ଶ୍ରୀମୟୀ

ଟ୍ରଷ୍ଟ ପଛରେ ମନ୍ଦ ଉଦ୍ଦେଶ୍ୟ: ଶ୍ରୀମୟୀ

ଭୁବନେଶ୍ୱର: ବିଜୁ- ନବୀନ ଇନ୍ସିପରେସନାଲ ଫାଉଣ୍ଡେସନ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି କହିଲେ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ମିଶ୍ର । ଯଦି ମନ୍ଦ ଉଦ୍ଦେଶ୍ୟ ନଥିଲା କାହିଁକି ଲୁଚାଇ ରଖିଥିଲେ । ସେପରି କିଛି ଟ୍ରଷ୍ଟ ନାହିଁ ବୋଲି ପ୍ରମିଳାଙ୍କ ଜବାବର ମଧ୍ୟ ଉତ୍ତର ରଖିଲେ । ଯଦି ସେପରି ଟ୍ରଷ୍ଟ ନାହିଁ, ତାହା ହେଲେ ଯେଉଁମାନଙ୍କ ନାଁରେ ଅଛି ଖଣ୍ଡନ କରନ୍ତୁ । ଏହା ଇରେଭୋକେବୁଲ ଅର୍ଥାତ ଏହାର ଅଧ୍ୟକ୍ଷ ହେଉଛନ୍ତି ସର୍ବେସର୍ବା । ଯଦି ଟ୍ରଷ୍ଟକୁ ଟଙ୍କା ଟ୍ରାନ୍ସଫର ହୁଏ, ତାହାହେଲେ ଅଧ୍ୟକ୍ଷ ଚାହିଁଲେ ଫେରିପାଇବେ । ଯହାର ଅଧ୍ୟକ୍ଷ ଜମେ ରାଜ୍ୟ ବାହାରର ତାମିଲ ବାବୁ ରହିଛନ୍ତି । କ୍ଷମତା ଚାଲିଯିବା ପରେ କିଛି ନା କିଛି ଜାବୁଡି ରଖିବା ଏହି ପ୍ରୟାସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking