30.1 C
Bhubaneswar
Thursday, February 12, 2026
Homeଓଡିଶାଶାସକ ଦଳକୁ ସବୁ ଠିକ ଲାଗିବ: ଅରୁଣ

ଶାସକ ଦଳକୁ ସବୁ ଠିକ ଲାଗିବ: ଅରୁଣ

ଭୁବନେଶ୍ୱର: ସମବାୟ ମନ୍ତ୍ରୀଙ୍କ ବୟାନକୁ କାଉଣ୍ଟର କଲେ ବିଜେଡି ବିଧାୟକ ଅରୁଣ ସାହୁ । କହିଛନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସମର୍ଥନ ଜଣାଇଛି, ଦେଶରେ ଶ୍ରମିକଙ୍କ ସଂଖ୍ୟା ଅଧିକ । ଶାସକ ଦଳରେ ରହିଲେ , ସବୁ ଠିକ ଲାଗିବ କହିଲେ । ସାଧାରଣ ଲୋକେ ସରକାରକୁ ପ୍ରଶ୍ନ କରିବା ଆରମ୍ଭ କଲେଣି । ସ୍ଥିତିକୁ ଅନୁଭବ ନକଲେ ଦୁର୍ଗତି ଆଡକୁ ଯାଉଛନ୍ତି ବୋଲି କହିଛନ୍ତି, ଅରୁଣ । କିଛି ସମୟ ପୂର୍ବରୁ ଓଡିଶାରେ ଭାରତ ବନ୍ଦର ପ୍ରଭାବ ବିଶେଷ ପଡି ନାହିଁ ଏଭଳି କିଛି କହିଥିଲେ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଆହୁରି କହିଥିଲେ, ପ୍ରାୟତଃ ଗାଡି ଘୋଡା ଚାଲୁଛି , ବନ୍ଦର ବିଶଷ ପ୍ରଭାବ ପଡିନାହିଁ । ଟୋକା ପଞ୍ଝାଏ ବୁଲୁଛନ୍ତି, ବନ୍ଦ ପାଇଁ ଯାଉଛନ୍ତି । ଇନସ୍ୟୁରାନ୍ସ ମିଳୁନଥିବାରୁ ସମସ୍ତେ ବନ୍ଦ ହୋଇଯାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking