28.1 C
Bhubaneswar
Wednesday, June 11, 2025
Homeଓଡିଶାତଦନ୍ତ ପରେ ସବୁ କଥା ସ୍ପଷ୍ଟ ହେବ: ମନ୍ତ୍ରୀ

ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିର ଦାରୁ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ତଦନ୍ତ ହେଲା ପରେ ସବୁ କଥା ସ୍ପଷ୍ଟ ହେବ । କିଏ କେଉଁଠି କି ଗଲେ କିଛି ଅସୁବିଧା ନାହିଁ । କିନ୍ତୁ ଦାରୁ କିପରି ଗଲା ତାହା ଗୁରୁତ୍ୱପୂର୍ଣ୍ଣ କଥା । କାହାର ମନ୍ଦ ଉଦ୍ଦେଶ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସରକାର ଠିକ୍ ସମୟରେ ପଦକ୍ଷେପ ନେବେ । ବଳକା ଦାରୁ ନେଇ ଦୀଘାକୁ ଯିବା ଠିକ କଥା ନୁହେଁ । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଦକ୍ଷେପ ନଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅସନ୍ତୋଷ ଜଣାଯିବ । ମୁଖ୍ୟମନ୍ତ୍ରୀ ମୁମ୍ବାଇରୁ ଫେରିଲା ପରେ ଜଣାଇବେ ।  ଜଗନ୍ନାଥ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ । ଜଗନ୍ନାଥଧାମ ଅନ୍ୟ କେଉଁଠି ହୋଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking