21.1 C
Bhubaneswar
Tuesday, February 24, 2026
Homeଓଡିଶାଅଧିକାର ଅନୁଯାୟୀ ସବୁ ମିଳିବ : ସତିଶ ଚନ୍ଦ୍ର ଦୁବେ

ଅଧିକାର ଅନୁଯାୟୀ ସବୁ ମିଳିବ : ସତିଶ ଚନ୍ଦ୍ର ଦୁବେ

ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ। ଆଜି ସେ ଭୁବନେଶ୍ଵରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର ମଧ୍ୟରେ ବହୁତ ତଫାତ ରହିଛି। ତେଣୁ କୌଣସି ରାଜ୍ୟକୁ ଅବହେଳା କରାଯିବ ନାହିଁ। ଅଧିକାର ଅନୁସାରେ ସବୁ ମିଳିବ। କୋଇଲା ଖଣି ରୟାଲଟି ଉପରେ ନୀତି ଆୟୋଗ ବୈଠକରେ ଆଲୋଚନା ହେବ। ବିଦେଶରୁ ଆମଦାନୀ ହେଉଥିବା ଖଣିଜ ଉପରେ ଭାରତରେ ସର୍ଭେ ଚାଲିଛି, ଯେଉଁଠି ଖଣିଜ ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking