32.1 C
Bhubaneswar
Friday, April 18, 2025
Homeଓଡିଶାସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଛି: ଦେବୀ ମିଶ୍ର

ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଛି: ଦେବୀ ମିଶ୍ର

ଭୁବନେଶ୍ୱର: ରାଜା ସ୍ୱାଇଁଙ୍କ ଚିଠିକୁ ନେଇ ଦେବୀ ମିଶ୍ର ପ୍ରତିକ୍ରିୟା  ରଖିଛନ୍ତି । କହିଛନ୍ତି ,ସଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଛି । ସବୁ ସମ୍ପ୍ରଦାୟର ପ୍ରତିନିଧି ସଂଗଠନରେ ରହୁଛନ୍ତି ।  ରାଜୀଙ୍କ ହାଇଜ୍ୟାକ ପ୍ରସଙ୍ଗରେ ପ୍ରତିକ୍ରିୟା  ରଖିଛନ୍ତି ।  କହିଛନ୍ତି ନବୀନ ପଟ୍ଟନାୟକଙ୍କ  ନେତୃତ୍ୱରେ କାମ କରୁଛୁ । ସବୁ ବର୍ଗ ବ୍ୟକ୍ତିଙ୍କୁ ନେଇ କାମ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking