32.1 C
Bhubaneswar
Sunday, October 6, 2024
Homeଓଡିଶାଓଏସଏସସି ପରିଚାଳିତ ପରୀକ୍ଷାରେ ତ୍ରୁଟି !

ଓଏସଏସସି ପରିଚାଳିତ ପରୀକ୍ଷାରେ ତ୍ରୁଟି !

ଭୁବନେଶ୍ୱର : ଓଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ । ବାଲେଶ୍ୱରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଅଭିଯୋଗ । ଗୁରୁତର ଅଭିଯୋଗ କଲେ କିଛି ପରୀକ୍ଷାର୍ଥୀ । ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଖୋଲାଯାଇଥିବା ଅଭିଯୋଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking