34.1 C
Bhubaneswar
Saturday, February 28, 2026
Homeଓଡିଶାବଦଳିବ ଇଂରାଜୀ ଅପଭ୍ରଂଶ ନାଁ

ବଦଳିବ ଇଂରାଜୀ ଅପଭ୍ରଂଶ ନାଁ

ଭୁବନେଶ୍ୱର: ବ୍ରିଟିଶ ଅମଳରୁ ଚାଲି ଆସିଥିବା ଭୁଲର ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ମଧ୍ୟ ବିଭିନ୍ନ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ ଅରବିନ୍ଦ ପାଢୀ । ଇଂରାଜୀ ନାମ ପରିବର୍ତ୍ତେ ପ୍ରାମାଣିକ ଓଡିଆ ନାମ ବ୍ୟବହାର କରାଯିବ । ପୂର୍ବରୁ ୧୩ ଜିଲ୍ଲା ଜିଲ୍ଲା ପକ୍ଷରୁ ନାମ ପରିବର୍ତ୍ତନ ପ୍ରସ୍ତାବ ଆସିଥିଲା ।ଚିଠିରେ ଆହୁରି ଉଲ୍ଲେଖ  ଯେ,   ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ୱ ଓ ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ରହିଛି। ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢୀ । ଚଳିତ ବର୍ଷ ୯୮୦ କୋଟି ଟଙ୍କା ଭୂ ରାଜସ୍ୱ ଓ ୨୫.୩୨ କୋଟି ଜଳକର ବାକି ରହିଛି । ଆଗରୁ ବାକିଥିବା ଭୂରାଜସ୍ୱ ଓ ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking